or_obs-tn/content/43/06.md

1.8 KiB

(ପିତର ଜନଗହଳିକୁ ପ୍ରଚାର କରିବା ଜାରିରଖିଲେ ।)

ଇସ୍ରାଏଲର ପୁରୁଷମାନେ 

କେତେକ ଭାଷାମାନଙ୍କ ନିମନ୍ତେ ଏହା କହିବା ଉତ୍ତମ "ଇସ୍ରାଏଲର ଲୋକମାନେ" ଏହା ସ୍ପଷ୍ଟ କରିବା ପାଇଁ ଯେ ଏଥିରେ ପୁରୁଷ ଏବଂ ସ୍ତ୍ରୀମାନେ ଥିଲେ । ଏହାକୁ ଏପରି ଅନୁବାଦ କରାଯାଇପାରେ, "ଇସ୍ରାଏଲର ମୋର ଲୋକମାନେ" କିମ୍ବା, "ମୋର ଯିହୂଦୀ ଲୋକମାନେ" ଏହା ସ୍ପଷ୍ଟ କରିବା ପାଇଁ ପିତର ଜଣେ ଯିହୁଦୀ ଥିଲେଏବଂ ଇସ୍ରାଏଲର ଲୋକମାନଙ୍କ ମଧ୍ୟରୁ ଜଣେ ଥିଲେ" ।

ତୁମ୍ଭେମାନେ ତାହାଙ୍କୁ କ୍ରୁଶବିଦ୍ଧ କଲ ! 

ଏହାକୁ ଏପରି ଅନୁବାଦ କରଯାଇପାରେ, "ତୁମ୍ଭେମାନେ ତାହାଙ୍କୁ କ୍ରୁଶବିଦ୍ଧ କରାଇଲ" କିମ୍ବା "ତୁମ୍ଭମାନଙ୍କ ନିମନ୍ତେ ସେ କ୍ରୁଶବିଦ୍ଧ ହେଲେ" । ଯିହୁଦୀମାନେ ପ୍ରକୃତରେ ଯୀଶୁଙ୍କୁ କ୍ରୁଶରେ ବିଦ୍ଧ କରି ନ ଥିଲେ ଯାହା ହେଲେ ମଧ୍ୟ ହେଉ, ଯିହୁଦୀମାନେ ତାହାଙ୍କୁ ଦୋଷୀ କଲେ ଏବଂ ଜନଗହଳିରେ ଅନେକ ଲୋକମାନେ ତାଙ୍କୁ କ୍ରୁଶବିଦ୍ଧ କରାଯାଉ ବୋଲି ଚିତ୍କାର କଲେ ।