or_obs-tn/content/43/05.md

1.1 KiB

ଶିଷ୍ୟମାନେ ମାତଲ ହୋଇଛନ୍ତି ବୋଲି ଅଭିଯୋଗ କଲେ

ଏହାକୁ ଏପରି ଅନୁବାଦ କରାଯାଇପାରେ "କହିଲେ ଯେ ଶିଷ୍ୟମାନେ ମାତଲ ହୋଇଛନ୍ତି" ।

ଯୋୟେଲ 

ଯୋଏଲ୍ ଏକ ଭାବବାଦୀ ଥିଲେ ଯିଏ ଏହା ହେବାର ଶହ ଶହ ବର୍ଷ ପୂର୍ବରୁ କହିଥିଲେ ।

ଶେଷ ଦିନରେ 

ଏହା ଦର୍ଶାଏ, "ପୃଥିବୀ ସମାପ୍ତ ହେବା ପୂର୍ବରୁ ଶେଷ ସମୟ" ।

ମୋହର ଆତ୍ମାକୁ ଢ଼ାଳିବି 

ଏହା ଏହିପରି ବୁଝାଯାଇପାରେ, "ମୋର ଆତ୍ମାକୁ ଉଦାରତାର ସହିତ ଦେବି" କିମ୍ବା "ମୋର ଆତ୍ମା ଦ୍ବାରା ଲୋକମାନଙ୍କୁ ଶକ୍ତିଯୁକ୍ତ କରାଇବି" ।

ମୋର ଆତ୍ମା 

ତାହା ହେଉଛି, "ମୋର ପବିତ୍ର ଆତ୍ମା" ।