or_obs-tn/content/43/04.md

550 B

ଏକ ଜନଗହଳି 

ଏହାକୁ ଏପରି ଅନୁବାଦ କରାଯାଇପାରେ, "ଲୋକମାନଙ୍କ ଏକ ଗହଳି" କିମ୍ବା" ଲୋକମାନଙ୍କ ଏକ ବିରାଟ ସମୁହ" ।

ପରମେଶ୍ଵରଙ୍କ ଆଶ୍ଚର୍ଯ୍ୟ କାର୍ଯ୍ୟଗୁଡିକ 

ଏହାକୁ ଏପରି ଅନୁବାଦ କରାଯାଇପାରେ, "ପରମେଶ୍ଵର କରିଥିବା ଆଶ୍ଚର୍ଯ୍ୟ କାର୍ଯ୍ୟଗୁଡିକ" ।