or_obs-tn/content/43/03.md

1.7 KiB

ପ୍ରଚଣ୍ଡ ପବନ ପରି ଏକ ଶବ୍ଦ

ତାହା ହେଉଛି, "ଏକ ଶବ୍ଦ ଯାହା ଏକ ପ୍ରବଳ ପବନ କରିଥାଏ." କିମ୍ବା "ଯେତେବେଳେ ପ୍ରଚଣ୍ଡ ପବନ ବହିବା ସମୟରେ ଯେଉଁ ଶବ୍ଦ ହୋଇଥାଏ"

ପବିତ୍ର ଆତ୍ମାରେ ପରିପୁର୍ଣ 

ତାହା ହେଉଛି, "ପବିତ୍ର ଆତ୍ମାଙ୍କ ଦ୍ବାରା ଦକ୍ଷତା ଦିଆଯାଇଅଛି" କିମ୍ବା, " ପବିତ୍ର ଆତ୍ମାଙ୍କ ଦ୍ଵାରା ଶକ୍ତି ଦିଆଯାଇଅଛି" ।

ଅନ୍ୟ ଭାଷାରେ 

ଏହାକୁ ଏପରି ଅନୁବାଦ କରାଯାଇପାରେ, "ସେମାନଙ୍କ ନିଜ ଭାଷା ଅପେକ୍ଷା ଅନ୍ୟାନ୍ୟ ଭାଷାରେ" କିମ୍ବା "ବିଦେଶୀ ଭାଷାଗୁଡିକରେ" କିମ୍ବା "ଯେପରି ଅନ୍ୟ ସ୍ଥାନରୁ ଲୋକମାନେ କଥା ହୁଅନ୍ତି" । ବିଶ୍ଵାସୀମାନେ ଏହି ଭାଷାଗୁଡିକ ଜାଣି ନ ଥିଲେ ଯେତେବେଳ ପର୍ଯ୍ୟନ୍ତ ପବିତ୍ର ଆତ୍ମା ସେମାନଙ୍କୁ ଅନ୍ୟ ମାନଙ୍କୁ କଥା କହିବାରେ ଶକ୍ତିଯୁକ୍ତ କଲେ ନାହିଁ" । ସୁନିଶ୍ଚିତ କରନ୍ତୁଯେଉଁ ବାକ୍ୟ ବ୍ୟବହାର କରାଯାଇଅଛି, ଯେଉଁ ଭାଷାକୁ ଲୋକମାନେ ପ୍ରକୃତରେ କୁହନ୍ତି ଏବଂ ବୁଝନ୍ତି ।