or_obs-tn/content/43/02.md

1.4 KiB

ପେଣ୍ଟିକଷ୍ଟ 

"ପେଣ୍ଟିକଷ୍ଟ" ଅର୍ଥ "ପଚାଶତମ(ଦିନ)" । ଆପଣ "ପେଣ୍ଟିକଷ୍ଟ" ପଦକୁ ଆପଣଙ୍କ ନିଜ ଭାଷାରେ ଅନୁବାଦ କରିପାରନ୍ତି ଏବଂ ସେହି ଲିଖିତ ତାହାର ଅର୍ଥ ବିସ୍ତାରିତ କରୁ । କିମ୍ବା, ଆପଣ ଆଉ ଏକ ପଦ "50 ଦିନ." କରିପାରନ୍ତି ।

ଶଷ୍ୟ ଅମଳ ପର୍ବ ପାଳନ କଲେ 

ଯିହୂଦୀମାନେ ଅମଳ ହୋଇଥିବା ଶଷ୍ୟକୁ ପରମେଶ୍ଵରଙ୍କ ନିକଟରେ ଆଣି ଦାନ କରନ୍ତି ଏବଂ ବିଶେଷ ଭୋଜନ ଦ୍ଵାରା ପାଳନ କରନ୍ତି । ଶଷ୍ୟ ହେଉଛି ଗହମର ଏକ ବିହନ; ଯଦି ଆପଣଙ୍କ ପାଖରେ "ଗହମ," ଶବ୍ଦ ବ୍ୟବହାର କରିବାକୁ ନାହିଁ, ତେବେ ଆପଣ ଗହମ ବିହନ ନିମନ୍ତେ ଅନ୍ୟ ଏକ ଶବ୍ଦ ପ୍ରୟୋଗ କରିପାରିବେ । ଏହା ମଇ ମାସରେ ହୋଇଥିଲା; ଅନ୍ୟ ଶଷ୍ୟ ବର୍ଷର ଅନ୍ୟ ସମୟରେ ଅମଳ ହେଉଥିଲା

ଏହି ବର୍ଷ

ତାହା ହେଉଛି, "ଯେଉଁ ବର୍ଷରେ ଯୀଶୁ ମୃତ୍ୟୁବରଣ କଲେ" ।