or_obs-tn/content/42/10.md

1.6 KiB

ସ୍ଵର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ଦିଆଯାଇଅଛି 

ଏହା ଏହିପରି ମଧ୍ୟ ଅନୁବାଦ ହୋଇପାରେ ଯେମିତି, "ସ୍ଵର୍ଗ ଓ ପୃଥିବୀର ସମସ୍ତ ଅଧିକାର ପରମେଶ୍ଵର ମୋତେ ଦେଇଅଛନ୍ତି " କିମ୍ବା, "ସ୍ଵର୍ଗ ଓ ପୃଥିବୀରେ ଥିବା ପ୍ରତ୍ୟେକଙ୍କ ଉପରେ ପରମେଶ୍ଵର ମୋତେ ଅଧିକାର ଦେଇଅଛନ୍ତି" କିମ୍ବା, "ସ୍ଵର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋ ପାଖରେ ଅଛି" ।

ସମସ୍ତ ଲୋକସମୂହ ମାନଙ୍କୁ ଶିଷ୍ୟ କର

ଏହାର ଅର୍ଥ ହେଉଛି "ସମସ୍ତ ଲୋକସମୁହର ଲୋକମାନଙ୍କୁ ମୋହର ଶିଷ୍ୟ ହେବାକୁ ସାହାଯ୍ୟ କର" ।

ନାମରେ 

ଏହି ବାକ୍ୟାଂଶ ଅର୍ଥ ଦୁହେଁ, "ଅଧିକାର ଦ୍ବାରା" ଏବଂ, "ଅଧିକାର ତଳେ" । "ନାମ"କୁ ସେହିପରି ଅନୁବାଦ କରିବା ପାଇଁ ଅନୁଧ୍ୟାନ କରନ୍ତୁ ଯଦି ଏହା ଆପଣଙ୍କ ଭାଷାରେ ଏହିପରି ଭାବରେ ବୁଝାଏ । ଏହା ବାକ୍ୟାଂଶକୁ ପୁନରାବୃତ୍ତି ହୋଇପାରିବ, "ପିତାଙ୍କ ନାମରେ, ପୁତ୍ରଙ୍କ ନାମରେ, ଏବଂ ପବିତ୍ର ଆତ୍ମାଙ୍କ ନାମରେ" ।