or_obs-tn/content/42/07.md

806 B

ନିଶ୍ଚୟ ସଫଳ ହେବ 

ଏହା ଏହି ପରି ଭାବରେ ଅନୁବାଦ କରାଯାଇପାରେ ଯେମିତି "ନିଶ୍ଚୟ ଘଟିବ."

ସେମାନଙ୍କର ମନ ଖୋଲି ଦେଲେ ଯଦ୍ବାରା ସେମାନେ ବୁଝି ପାରିବେ 

ଏହି ମଧ୍ୟ ଏହି ପରି ଭାବରେ ଅନୁବାଦ କରାଯାଇ ପାରେ ଯେପରି "ସେମାନଙ୍କୁ ବୁଝିବାକୁ ସକ୍ଷମ କଲେ" କିମ୍ବା, "ସେମାନଙ୍କୁ ବୁଝିବାକୁ ସକ୍ଷମ କଲେ."

ତୃତୀୟ ଦିନରେ 

ଏହାର ଅର୍ଥ, "ତିନି ଦିନ ପରେ " କିମ୍ବା, "ତିନି ଦିନ ପରେ." ଅଟେ.