or_obs-tn/content/42/06.md

801 B

ଶାନ୍ତି ତୁମ୍ଭମାନଙ୍କୁ ମିଳୁ

ଏହା ଏହିପରି ଅନୁବାଦ କରାଯାଇପାରେ, ଯେପରିକି ,"ଶାନ୍ତି ତୁମ୍ଭମାନଙ୍କ ସହ ହେଉ "କିମ୍ବା "ଶାନ୍ତି ପାଅ."

ଭୂତ 

ଏହା ମରିଯାଇଥିବା ବ୍ୟକ୍ତିର ଏକ ଆତ୍ମାକୁ ଦର୍ଶାଏ .

ସନ୍ଦେହ କରୁଅଛ 

ଏହା ହେଉଅଛି ,"ସନ୍ଦେହ କରୁଅଛ ଯେ ମୁଁ ଜୀବିତ ଓ ତୁମ୍ଭମାନଙ୍କ ସହିତ ଏଠାରେ ଅଛି."

ପ୍ରମାଣ କରିବାକୁ  

ଏହା ହେଉଅଛି ," ସେମାନଙ୍କୁ ପ୍ରମାଣିତ କରିବାକୁ ."