or_obs-tn/content/42/05.md

1.1 KiB

ଆମ୍ଭମାନଙ୍କ ହୃଦୟ ଜଳି ଉଠୁଥିଲା  

ତାହା ହେଉଅଛି ,"ଆମ୍ଭେମାନେ ଉତ୍ସାହିତ ହୋଇଉଠୁଥିଲୁ " କିମ୍ବା, "ଆମ୍ଭେ ଆଶା କରିବା ଆରମ୍ଭ କରୁଥିଲୁ " କିମ୍ବା " "ଆମ୍ଭେ ଆନନ୍ଦ ଅନୁଭବ କଲୁ " । କିଛି ଭାଷାରେ ଏହାକୁ ପ୍ରକାଶ୍ କରିବା ଶୈଳୀ ରହିଛି ଯେପରିକି ,"ଆମ୍ବମାନଙ୍କର ହୃଦୟଗୁଡିକ ଅତିଶୟ ଆନନ୍ଦ ପୁର୍ଣ ଥିଲା," କିମ୍ବା" ଆମ୍ଭମାନଙ୍କ ହୃଦୟଗୁଡିକ ଉଷ୍ମତାରେ ପୁର୍ଣ ଥିଲା," । ଯଦି ତୁମେ ଏକ ପ୍ରକାଶନ ବ୍ୟବହାର କର ଯାହା ହୃଦୟ ଜଳିବାକୁ ସୁଚାଏ ନିଶ୍ଚିତ୍ କର ଏହା ସେମାନେ ଦୁଃଖୀତ କିମ୍ବା କ୍ରୋଧିତ ଥିବା ଅବସ୍ଥାକୁ ଦର୍ଶାଏ ନାହି" ।