or_obs-tn/content/42/03.md

644 B

ତୃତୀୟ ଦିନରେ 

କିଛି ଭାଷାରେ କହିବାକୁ ପସନ୍ଦ ହୋଇପାରେ କରିବ, " ତାଙ୍କ ମୃତ୍ୟୁର ତୃତୀୟ ଦିନରେ" ।

ତାହା ପ୍ରାୟ ସନ୍ଧ୍ୟା ଥିଲା  

ଏହା ଏହିପରି ଭାବରେ ଅନୁବାଦ କରାଯାଇପାରେ ଯେପରିକି ," ଦିନ ସମାପ୍ତ ହୋଇଆସୁଥିଲା " କିମ୍ବା ସୁର୍ଯ୍ୟ ଅସ୍ତ ହୋଇଆସୁଥିଲା " କିମ୍ବା," ଏହା ଅନ୍ଧାର ହୋଇଆସୁଥିଲା ."