or_obs-tn/content/42/02.md

527 B

ତାହାଙ୍କୁ ଚିହ୍ନି ପାରିଲେ ନାହି 

ତାହା ହେଉଅଛି,"ସେ ଯୀଶୁ ଥିଲେ ବୋଲି ଜାଣି ପାରିଲେ ନାହି" ।

ସମସ୍ତ ମୁଖ୍ୟ ବିଷୟଗୁଡିକ ଯାହା ଘଟିଥିଲା  

ଏହା ଯିଶୁଙ୍କର ଶିକ୍ଷା ଓ ଆଶ୍ଚର୍ଯ୍ୟକର୍ମ, ତାଙ୍କ ମୃତ୍ୟୁ,ଏବଂ ତାଙ୍କ ପୂନରୁତ୍ଥାନ କୁ ସୁଚାଏ ।