or_obs-tn/content/41/06.md

551 B

ସେ ତୁମ ଆଗେ ଗାଲିଲୀକୁ ଯିବେ

ତାହା ହେଉଅଛି ,"ସେ ତୁମ୍ଭମାନଙ୍କୁ ଗଲିଲୀରେ ଦେଖା କରିବେ " କିମ୍ବା ଯେତେବେଳେ ତୁମ୍ଭେମାନେ ସେଠାରେ ପହଞ୍ଚିବ ସେ ସେଠାରେ ଥିବେ" । ତୁମ୍ଭେ " ଏହା ଏଠାରେ ବହୁବଚନ, ପ୍ରେରିତ ଓ ଅନ୍ୟ ଶିଷ୍ୟମାନଙ୍କୁ ଅନ୍ତର୍ଭୁକ୍ତ କରେ" ।