or_obs-tn/content/41/05.md

497 B

ଭୟ କର ନାହିଁ

ଏହାର ଅର୍ଥ, " ଭୟ କରିବା ବନ୍ଦ କର "। ଏକ ଦୂତର ଦୃଷ୍ଟି ବିଜୁଳି ପରି ଭୟଙ୍କର ଭାବରେ ଉଜ୍ଜଳିତ ହେଉଥିଲା !

ସେ ମୃତ୍ୟୁରୁ ଉଠିଅଛନ୍ତି

ଏହା ଏହିପରି ଅନୁବାଦ କରାଯାଇପାରେ ଯେପରିକି ,ସେ ପୁଣି ଜୀବନକୁ ଫେରି ଆସିଲେ ."