or_obs-tn/content/41/04.md

1.4 KiB

ମହା ଭୁମିକମ୍ପ

ଏହାକୁ ଏହିପରି ଭାବରେ ମଧ୍ୟ ଅନୁବାଦ କରାଯାଇପାରିବ “ପ୍ରଚଣ୍ଡ ଭୁମିକମ୍ପ” କିମ୍ବା "ଭୁମି ପ୍ରବଳ ଭାବରେ କମ୍ପିବା" । କେତେକ ଭାଷାଗୁଡିକ ଏପରି ଅନୁବାଦ କରାଯାଇପାରେ, "ଭୁମି ପ୍ରଚଣ୍ଡ ଭାବରେ କମ୍ପମାନ ହେବାକୁ ଲାଗିଲା"

ବିଜୁଳି ଆଲୋକ ପରି ଝଲସୁ ଥିବା ପରି ଆଲୋକିତ ହେଲେ

ତାହା ହେଉଛି, "ଯାହାର ଦୃଶ୍ୟ ବିଜୁଳି ପରି ଆଲୋକିତ ହେଉଥିଲା ।

ଭୂମିରେ ପଡି ମୃତ ସମାନ ହେଲେ

ସେମାନେ ମରି ନ ଥିଲେ, କିନ୍ତୁ ସେମାନେ ମୃତ ବ୍ୟକ୍ତିମାନଙ୍କ ପରି ହଲଚଲ ହେଲେ ନାହିଁ. ସେମାନେ ହୁଏତ ଭୟରେ ଶକ୍ତିହୀନ ହୋଇଥିବେ ଏହାକୁ ସ୍ପଷ୍ଟ କରିବାକୁ ,ଏହା ଏହିପରି ଭାବରେ ଅନୁବାଦ କରାଯାଇ ପାରେ ଯେପର,"ହଟାତ୍ ଭୁମିରେ ପଡିଗଲେ ଏବଂ ଅଗତିଶିଳ ରହିଲେ."