or_obs-tn/content/41/03.md

5 lines
958 B
Markdown

# ଯିହୂଦୀମାନଙ୍କୁ ଅନୁମତି ନ ଥିଲା 
ବିଶ୍ରାମ ଦିନର ନିୟମ ଯିହୁଦୀମାନଙ୍କୁ ଅଧିକ ଦୂର ଯାତ୍ରା କରିବା ପାଇଁ ଏବଂ କାମ କରିବାକୁ ଅନୁମତି ଦେଉ ନ ଥିଲେ ।
# ସମାଧି ସୁଗନ୍ଧି ଦ୍ରବ୍ୟ 
ଏହା ଏକ ମିଠା ସୁଗନ୍ଧିତ ଦ୍ରବ୍ୟକୁ ସୁଚିତ କରେ ଯାହା ମୃତ ଶରୀରର ଦୁର୍ଗନ୍ଧକୁ ଦୂର କରିବାକୁ ବ୍ୟବହାର କରାଯାଏ । ଏହାକୁ ଏପରି ଭାବରେ ମଧ୍ୟ ଅନୁବାଦ କରାଯାଇପାରେ "ମିଠ ସୁଗନ୍ଧିତ ଦ୍ରବ୍ୟ." କିମ୍ବା ମିଠ ସୁଗନ୍ଧିତ ତେଲ" କିମ୍ବା "ମିଠା ସୁଗନ୍ଧିତ ଉଦ୍ଭିଦ" ।