or_obs-tn/content/41/02.md

1.1 KiB

ସେମାନେ ନିଯୁକ୍ତ କଲେ 

ଯେ ଅଛନ୍ତି, "ଧାର୍ମିକ ନେତାମାନଙ୍କୁ ଓ ସୈନ୍ୟମାନେ ନିଯୁକ୍ତ କଲେ" ।

ପଥର ଉପରେ ମୁଦ୍ରାଙ୍କନ 

ସେମାନେ ମାଟି ଓ ମହମ ସଦୃଶ୍ୟ ନରମ ଉପାଦାନକୁ ସମାଧି ଏବଂ ପଥର ମଧ୍ୟରେ ରଖିଲେ ପୁଣି ଏହାକୁ ଏକ ପଦାଧିକାରୀ ମୁଦ୍ରା ସହିତ ମୁଦ୍ରାଙ୍କିତ କଲେ । ଯଦି କେହିଜଣେ ପଥରକୁ ଘୁଞ୍ଚାଏ ସେହି ଉପାଦାନ ଭାଙ୍ଗିଯିବ ପୁଣି କେହିଜଣେ ପ୍ରବେଶ କରିଥିଲେ ବୋଲି ତାହା ଦେଖାଇବ । ଏହାକୁ ଏହିପରି ମଧ୍ୟ ଅନୁବାଦ କରାଯାଇପାରେ ଯେମିତି, "ଲୋକମାନଙ୍କୁ ଏହା ଘୁଞ୍ଚାଈବାକୁ ମନା କରିବା ନିମନ୍ତେ ପଥରରେ ଏକ ମୁଦ୍ରାଙ୍କିତ କଲେ" ।