or_obs-tn/content/41/01.md

954 B

ଅବିଶ୍ବାସୀ ଯିହୂଦୀ ନେତାମାନେ 

ତାହା ହେଉଛି, "ଯିହୂଦୀ ନେତାମାନେ ଯେଉଁମାନେ ଯୀଶୁଙ୍କୁ ବିଶ୍ଵାସ କଲେ ନାହିଁ."

ସେହି ମିଥ୍ୟାବାଦୀ, ଯୀଶୁ, କହିଲେ  

ଏହାକୁ ଏପରି ଅନୁବାଦ କରାଯାଇପାରେ, ସେହି ମନୁଷ୍ୟ, ଯୀଶୁ, ମିଥ୍ୟା କହିଲେ ଏବଂ କହିଲେ ” । ଯୀଶୁ ପରମେଶ୍ଵରଙ୍କ ପୁତ୍ର ଅଟନ୍ତି ବୋଲି ଏହି ସତ୍ୟ ବିଷୟରେ କହିଲେ, ସେମାନେ ବିଶ୍ଵାସ କରିବାକୁ ମନା କଲେ

ମୃତ୍ୟୁରୁ ଉଠିଲେ 

ତାହା ହେଉଛି, "ଜୀବନକୁ ଫେରି ପାଇଲେ" କିମ୍ବା "ପୁଣି ଜୀବିତ ହେଲେ"