or_obs-tn/content/40/08.md

931 B

ତାହାରି ମୃତ୍ୟୁ ଦ୍ଵାରା

ଏହା ଅଟେ,''ତାହାରି ମୃତ୍ୟୁ ଦେଇ''କିମ୍ବା,''ମରିବା ଦ୍ଵାରା'' ।

ଏକ ରାସ୍ତା ଖୋଲିଲେ

ଏହା ଅଟେ,'' ଏହାକୁ ସମ୍ଭବ କଲା'' ।

ଇଶ୍ଵରଙ୍କ ନିକଟକୁ ଆସିବାକୁ

ଏହା ଅଟେ,''ଇଶ୍ଵରଙ୍କ ନିକଟକୁ ଆସ''କିମ୍ବା,ଇଶ୍ଵରଙ୍କ ନିକଟକୁ ଯାଅ''କିମ୍ବା''ଇଶ୍ଵରଙ୍କ ନିକଟକୁ ଚାଲିଯାଅ'' କିମ୍ବା,''ଇଶ୍ଵରଙ୍କୁ ଜାଣ ବ୍ୟକ୍ତିଗତ ଭାବରେ'' । ପରଦା ଫାଟିବା ଏହା ଦେଖାଏ ଯେ ଇଶ୍ଵର ଓ ଲୋକଙ୍କ ମଧ୍ୟରେ ଯେଉଁ ଅବରୋଧ ଥିଲା ତାହା ଖୋଲିଗଲା ।