or_obs-tn/content/40/04.md

2.8 KiB

ଦୁଇ ଡାକୁ

ଏହାକୁ ଏହିପରି ଭାବରେ ମଧ୍ୟ ଅନୁବାଦ କରାଯାଇପାରିବ “ଦୁଇ ଡାକୁ ” । ଯିଏ ଚୋରି କରିବାକୁ ବଳ ଓ ହିଂସାକୁ ବ୍ୟବହାର କରେ ଏହା ସେମାନଙ୍କୁ ସୁଚାଏ ।

କ'ଣ ତୁମେ ଇଶ୍ଵରଙ୍କୁ ଭୟକର ନାହିଁ ?

ଡାକୁ ଏହି ପ୍ରଶ୍ନର ଏକ ଉତ୍ତରକୁ ଆଶା କରେ ନାହିଁ, ''ଏହିପରି ଭାବରେ କିଛି ଭାଷାରେ ଏକ ଦୃଢ଼ବାକ୍ୟ କରି ପାରନ୍ତି । ଯଦି ଆପଣଙ୍କ ଭାଷାରେ ଏହିପରି ପ୍ରଶ୍ନକୁ ବ୍ୟବହାର କରାଯାଏ ନାହିଁ ତେବେ ଏହାକୁ ଏହିପରି ଅନୁବାଦ କରନ୍ତୁ ଯେପରି,'' ତୁମେ ଇଶ୍ଵରଙ୍କୁ ଭୟ କରିବା ଉଚିତ!'' ।

ଆମ୍ଭେମାନେ ଦୋଷୀ, କିନ୍ତୁ ଏହି ବ୍ୟକ୍ତି ନିର୍ଦ୍ଦୋଷ ଅଟନ୍ତି

ଏହା ଏହିପରି ଅନୁବାଦ କରାଯାଇ ପାରେ ଯେପରି,''ତୁମେ ଓ ମୁଁ ମନ୍ଦ କାର୍ଯ୍ୟ କରିଅଛୁ ତେଣୁ ମୃତ୍ୟୁ ପାଇଁ ଉପଯୁକ୍ତ କିନ୍ତୁ ଏହି ବ୍ୟକ୍ତି, ଯୀଶୁ,କିଛି ଭୁଲ କରିନାହାନ୍ତି ଏବଂ ମୃତ୍ୟୁ ପାଇଁ ଉପଯୁକ୍ତ ନୁହନ୍ତି,ଏଠାରେ ଆମେ ଦୁହେଁ ଚୋର କିନ୍ତୁ ସେ ଏଠାରେ ଅନ୍ତର୍ଭୁକ୍ତ ।”

ଏହି ବ୍ୟକ୍ତି

ଏହା ଯୀଶୁଙ୍କୁ ସୁଚାଏ ।

ଦୟାକରି ମତେ ସ୍ମରଣ କର

ଏହାର ଅର୍ଥ,''ଦୟାକରି ମତେ ଗ୍ରହଣ କର''କିମ୍ବା''ଦୟାକରି ସ୍ଵାଗତ କର'' କିମ୍ବା ଦୟାକରି ମତେ ଆପଣଙ୍କ ସହ ରହିବାକୁ ଅନୁମତି ଦିଅନ୍ତୁ''ସ୍ମରଣ''କିଛି ଭୁଲିଯାଇ ପୁଣି ତାହାକୁ ମନେ ପକାଇବାର ଅର୍ଥ ଏଠାରେ ନାହିଁ । ଏହିପରି ଭାବରେ ଏହାକୁ ଅନୁବାଦ କର ଯାହା ଏକ ବିନମ୍ର ଅନୁରୋଧରେ ବାର୍ତ୍ତାଳାପ କରେ ।

ତୁମ ରାଜ୍ୟରେ

ଏହା ଅଟେ,''ଯେତେବେଳେ ତୁମେ ତୁମର ରାଜ୍ୟକୁ ସ୍ଥାପନ କରିବ''କିମ୍ବା,''ଯେତେବେଳେ ତୁମେ ରାଜା ଭାବରେ ଶାସନ କରିବ ''।

ସ୍ୱର୍ଗ

ଏହା ''ସ୍ୱର୍ଗ''ର ଅନ୍ୟ ଏକ ନାମ ।