or_obs-tn/content/40/03.md

1.3 KiB

ଯୀଶୁଙ୍କ ବସ୍ତ୍ର ଯୋଗୁଁ ଗୁଲିବାଣ୍ଟ କଲେ

ଏହାର ଅର୍ଥ,'' ଯୀଶୁଙ୍କର ବସ୍ତ୍ର ପାଇବାକୁ ଗୁଲିବାଣ୍ଟ କଲେ । ଏହା କିପରି ସେମାନେ କଲେ ଆମେ ତାହା ଜାଣିନାହୁଁ, କିନ୍ତୁ କିଛି ସଂସ୍କାରରେ ଏହା ଏହିପରି ଅନୁବାଦ ହୋଇପାରେ ଯେପରି,''ଯୀଶୁଙ୍କର ବସ୍ତ୍ର ପାଇବାକୁ ଭୁମିରେ ପଥର ଖେଳିଲେ'' କିମ୍ବା, ଯୀଶୁଙ୍କର ବସ୍ତ୍ର କିଏ ନେବ ତାହା ନିର୍ଣ୍ଣୟ କରିବାକୁ ଲାଠି ଗୁଡିକକୁ ଚୟନ କଲେ ।

ସେମାନେ କୁହା ଯାଇଥିବା ଭାବବାଣୀକୁ ସଫଳ କଲେ

ଏହାର ଅର୍ଥ, ''ଅନେକ ବର୍ଷ ପୁର୍ବରୁ ମଶିହଙ୍କୁ କ'ଣ ହେବ ବୋଲି ଯାହା ଭାବବାଣୀ ହୋଇଥିଲା ସେମାନେ ତାହା ପୁରା କଲେ'' କିମ୍ବା, ଯାହା ଅନେକ ବର୍ଷ ପୁର୍ବେ ଭାବବାଦୀ ଲେଖିଥିଲେ ତାହା ସେମାନେ କଲେ'' ।