or_obs-tn/content/40/02.md

1015 B

କପାଲସ୍ଥଳ

ଯିରୁଶାଲମର ନିକଟସ୍ଥ ଏକ ଧଳା ପଥୁରିଆ ପାହାଡ ଯାହା କପାଲସ୍ଥଳ ପରି ଟିକେ ଆକାର ।

ସେମାନଙ୍କୁ କ୍ଷମା କର, କାରଣ ସେମାନେ କ’ଣ କରୁଅଛନ୍ତି ତାହା ଜାଣନ୍ତି ନାହିଁ

ଏହାର୍ ଅର୍ଥ,''ସେମାନେ ଯାହା କରୁଅଛନ୍ତି ତାହାର ଅର୍ଥ ସେମାନେ ଜାଣିନାହାନ୍ତି, ତେଣୁ ଦୟାକରି ସେମାନଙ୍କୁ କ୍ଷମା କର । ସୈନ୍ୟମାନେ ମୋନେ କଲେ ଯେ କେବଳ ଯୀଶୁ ହିଁଏକମାତ୍ର ଦୋଷୀ ଯିଏ ମୃତ୍ୟୁଦଣ୍ଡ ପାଇବା ଉପଯୁକ୍ତ ଅଟେ । ସେ ଈଶ୍ଵରଙ୍କ ପୁତ୍ର ଥିଲେ ତାହା ସେମାନେ ଜାଣି ପାରିଲେ ନାହିଁ ।