or_obs-tn/content/40/01.md

515 B

ତାଙ୍କୁ ଘେନିଗଲେ

ଏହାର ଅର୍ଥ,''ସେମାନଙ୍କ ସହ ଯିବାକୁ ତାଙ୍କୁ ବାଧ୍ୟ କଲେ'' । ଏହାକୁ ଏହିପରି ଭାବରେ ମଧ୍ୟ ଅନୁବାଦ କରାଯାଇପାରିବ “ତାଙ୍କୁ ଘେନିଗଲେ” ।

ତାଙ୍କୁ କ୍ରୁଶବିଦ୍ଧ କରିବାକୁ

ଏହାର ଅର୍ଥ,''ତାଙ୍କୁ କୃଶରେ ବଧ କରିବାକୁ'' ।