or_obs-tn/content/39/12.md

2.4 KiB

ଗୋଳମାଳ

ଏହାର ଅର୍ଥ

ସେ ନେବା ପାଇଁ ସହମତ ହେଲେ

ଏହାର ଅର୍ଥ ମାତ୍ର ଲୋକ ଗହଳିର ଭୟ ସକାଶେ ବାଧ୍ୟ ହୋଇ ଯୀଶୁଙ୍କୁ କ୍ରୁଶରେ ଚଢିବା ପାଇଁ ଅନୁମତି ଦେଲେ । ଯଦି ସମ୍ଭବ, ଏପରି ଅନୁବାଦ କରନ୍ତୁ ଯେ ସେ ଏହା କରିବା ପାଇଁ କୁଣ୍ଠାବୋଧ କରୁଥିଲେ ।

ଏକ ରାଜକୀୟ ବସ୍ତ୍ର

ଏହାର ଅର୍ଥ "ରାଜାର ବସ୍ତ୍ର ପରି ଏକ ବସ୍ତ୍ର " ।

ଏହି ବସ୍ତ୍ର ଉଜ୍ଜ୍ୱଳ ରଙ୍ଗର ଥିଲା

ତେଣୁ ଏହା ଜଣାପଡୁ ଥିଲା ଯେ ଏକ ରାଜା ଏପରି ରଙ୍ଗର ବସ୍ତ୍ର ପିନ୍ଧନ୍ତି " ।

କଣ୍ଟାରେ ତିଆରି ମୁକୁଟ

ଏହାର ଅର୍ଥ ସେମାନେ ଏକ କଣ୍ଟାର ଲତାକୁ ଗୋଲ କରି ତାଙ୍କ ମୁଣ୍ଡରେ ବାନ୍ଧିଲେ ଯାହା ଏକ ମୁକୁଟ ପରି ଦେଖା ଯାଉଥିଲା । ମୁକୁଟ ଏପରି ଏକ ଗହଣା ଯାହା ଏକ ରାଜା ତାଙ୍କ ଅଧିକାରକୁ ପ୍ରଦର୍ଶନ କରିବା ପାଇଁ ପିନ୍ଧିଥାନ୍ତି । ମାତ୍ର ଯେଉଁ ମୁକୁଟ ସେମାନେ ଯୀଶୁଙ୍କ ମୁଣ୍ଡରେ ପିନ୍ଧିଇଲେ ସେଥିରେ ମୁନିଆ ଏବଂ ବିଷାକ୍ତ କଣ୍ଟା ଥିଲା ।

ଦେଖ

ଏହାର ଅର୍ଥ , "ଏହାକୁ ଦେଖ" ବା "ଏହି ଦେଖ" ।

ଯିହୂଦୀମାନଙ୍କ ରାଜା

ଯେହେତୁ ସୈନ୍ୟମାନେ ତାଙ୍କୁ ଥଟ୍ଟା କରୁଥିଲେ, ଏହାକୁ ଏପରି ଅନୁବାଦ କରାଯାଇ ପରେ, “ଏ ସେହି କୁହାଯାଉଥିବା ଯିହୂଦୀମାନଙ୍କ ରାଜା " ।

ବାଇବଲର ଏକ କାହାଣୀ

ଏହି ସଂରଚନା ପ୍ରସଙ୍ଗଗୁଡିକ କେତେକ ବାଇବଲ ଅନୁବାଦଗୁଡିକରେ ଅଳ୍ପ ଭିନ୍ନ ହୋଇପାରେ । ବାଇବଲର ଏକ କାହାଣୀ: