or_obs-tn/content/39/10.md

1.2 KiB

ତୁମେ ଠିକ କହିଅଛ

ଏହାର ଅର୍ଥ, "ତୁମେ ସଠିକ ଭାବରେ କହିଅଛ " ।

ମୋର ରାଜ୍ୟ ସାଂସାରିକ ନୁହଁ

ଏହାର ଅର୍ଥ " ମୋର ରାଜ୍ୟ ସାଂସାରିକ ରାଜ୍ୟ ପରି ନୁହଁ " ।

ମୋର ଦାସମାନେ ମୋ ପାଇଁ ଲଢେଇ କରିବେ

ଅର୍ଥାତ ମୋର ଶିଷ୍ୟମାନେ ମୋତେ ରକ୍ଷା କରିବା ପାଇଁ ଲଢେଇ କରିବେ ଯେପରି ମୁଁ ମୋର ରାଜ୍ୟ ସ୍ଥାପନ କରି ପାରିବି ।

ମୋତେ ଶୁଣନ୍ତି

ଏହାକୁ ଏପରି ଅନୁବାଦ କରାଯାଇପାରେ, “ମୋହର ଶିକ୍ଷା ଶୁଣି ପାଳନ କରନ୍ତି” । ଏହା କେବଳ ଯୀଶୁଙ୍କ ଶିକ୍ଷାକୁ ଶୁଣିବା ନୁହଁ ମାତ୍ର ସେ ଯାହା କୁହନ୍ତି ତାକୁ ପାଳନ କରିବା ।

ସତ୍ୟ କ’ଣ ?

ଏହାର ଅର୍ଥ , “କ’ଣ କେହି କହି ପରିବ ସତ୍ୟ କ’ଣ ?”