or_obs-tn/content/39/09.md

1011 B

ରୋମୀୟ ରାଜ୍ୟପାଳ

ଏହାର ଅର୍ଥ " ରୋମୀୟ ସରକାରରେ ଥିବା ଏକ ଅଧିକାରୀ " । ରୋମୀୟ ସରକାର ପିଲାତଙ୍କୁ ଇସ୍ରାଏଲର ଯିହୁଦା ପ୍ରାନ୍ତରରେ ଶାସନ କରିବା ପାଇଁ ଅଧିକାରୀ ଭାବରେ ନିଯୁକ୍ତି କରିଥିଲେ" ।

ମୃତ୍ୟୁଦଣ୍ଡ ନିମନ୍ତେ ଆଦେଶ

ରାଜ୍ୟପାଳ ଭାବରେ ପିଲାତଙ୍କ ହସ୍ତରେ ଯୀଶୁଙ୍କୁ ମୃତ୍ୟୁଦଣ୍ଡ ଦେବା ଏବଂ କ୍ରୁଶରେ ଚଢ଼ାଇବା ପାଇଁ ଅନୁମତି ଦେବା କିମ୍ବା ମୁକ୍ତ କରିବାର ଅଧିକାର ଅଛି । ଯିହୂଦୀ ନେତାମାନଙ୍କ ହସ୍ତରେ କାହାକୁ ମୃତ୍ୟୁଦଣ୍ଡ ଦେବାର ଅଧିକାର ନାହିଁ ।