or_obs-tn/content/39/05.md

810 B

ସେମାନେ ଯୀଶୁଙ୍କ ଆଖିରେ ପଟି ବାନ୍ଧିଲେ

ଏହାର ଅର୍ଥ,'' ସେମାନେ ଯୀଶୁଙ୍କ ଆଖି ବନ୍ଦ କଲେ ଯେପରି ସେ ଦେଖି ପାରିବେ ନାହିଁ ।

ଛେପ ପକାଇଲେ

ଏହାର ଅର୍ଥ , “ଯୀଶୁଙ୍କ ଉପରେ ଛେପ ପକାଇଲେ ଯେପରି ତାଙ୍କୁ ତାଚ୍ଛଲ୍ୟ କରିବେ” , ବା “ତାଙ୍କୁ ମୂଲ୍ୟହୀନ କରିବା ପାଇଁ ତାଙ୍କ ଉପରେ ଛେପ ପକାଇଲେ” । ଜଣେ ବ୍ୟକ୍ତିଙ୍କ ପ୍ରତି ଘୃଣାଭାବ ଦେଖେଇବା ପାଇଁ ଏହା ଏକ ପ୍ରକାରର ମାଧ୍ୟମ ।