or_obs-tn/content/39/02.md

1.6 KiB

ଯୀଶୁଙ୍କୁ ପରୀକ୍ଷା କଲେ

ଏହାକୁ ଏପରି ଅନୁବାଦ କରାଯାଇ ପରେ, “ ଯୀଶୁଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଏକ ସାଧାରଣ ସଭାର ଆୟୋଜନ କଲେ” । ସାଧାରଣତଃ ଜଣେ ବ୍ୟକ୍ତି କୌଣସି ଅପରାଧରେ ଦୋଷୀ ବା ନିର୍ଦୋଷୀ ଏହି ପରୀକ୍ଷା ଦ୍ଵାରା ଜଣା ପଡିଥାଏ । ଏହି ମାମଲାରେ ଯିହୂଦୀ ନେତାମାନେ ଯୀଶୁଙ୍କୁ ଦୋଷୀ ଧରିନେଇଥିଲେ ।

ତାଙ୍କ ବିଷୟରେ ମିଥ୍ୟା କହିଲେ

ଏହାର ଅର୍ଥ,“ତାଙ୍କ ବିଷୟରେ ମିଛ କଥା କହିଲେ” ବା “ମିଥ୍ୟାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କଲେ” ।

ସେମାନଙ୍କ ମନ୍ତ୍ୟବ୍ୟରେ ପରସ୍ପର ସହିତ ଏକମତ ନଥିଲା

ଏହାକୁ ଏପରି ଅନୁବାଦ କରାଯାଇପାରେ,”ସେମାନେ ଯୀଶୁଙ୍କ ବିଷୟରେ ଯାହା କହିଲେ ତାହା ପରସ୍ପର ଠାରୁ ଭିନ୍ନ ଥିଲା" ବା "ସାକ୍ଷୀମାନେ ଯୀଶୁଙ୍କ ବିଷୟରେ ଯାହା କହିଲେ ତାହା ପରସ୍ପର ସହ ଅଲଗା ଥିଲା" ।

ସେ କୌଣସି ବିଷୟରେ ଅପରାଧୀ

ଏହାର ଅର୍ଥ , “ସେ କୌଣସି ଅପରାଧ କରିଛନ୍ତି” ।