or_obs-tn/content/39/01.md

606 B

ମଧ୍ୟ ରାତ୍ରିରେ

ଏହା ଏହିପରି ଅନୁବାଦ କରାଯାଇପାରେ ଯେପରିକି ,"ରାତି ଅଧରେ " କିମ୍ବା " ବିଳମ୍ବ ରାତ୍ରିରେ"।

ତାଙ୍କୁ ପ୍ରଶ୍ନ ପଚାରିବା

ଏହାର ଅର୍ଥ,''ଯୀଶୁଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ତାଙ୍କ ଠାରୁ କିଛି ଭୁଲ ପାଇ ଯେପରି ସେମାନେ ଯୀଶୁଙ୍କୁ ଦୋଷୀ ବୋଲି ପ୍ରମାଣ କରନ୍ତି” ।