or_obs-tn/content/38/12.md

585 B

ଦୁଃଖର ଏହି ପାତ୍ର ପାନକର

ଏହାର ଅର୍ଥ , “ଏହି ଦୁଃଖ ମଧ୍ୟ ଦେଇ ଯାଅ” ବା “ ଯାହା ଘଟିବାକୁ ଯାଉଛି ତାହା ସହ୍ୟ କର” ବା “ ଏହି ଦୁଃଖକୁ ସହ୍ୟ କର.” ।

ତୁମ୍ଭର ଇଚ୍ଛା ସଫଳ ହେଉ ଏହିଁ ଉକ୍ତିର ଅର୍ଥ

“ତୁମେ ଯାହା ଯୋଜନା କରିଛ ତାହା କର” ବା “ଯାହା କରିବା ଆବଶ୍ୟକ ତାହା କର”।