or_obs-tn/content/38/11.md

979 B

ଗେଥ୍‍ଶିମାନୀ ନାମକ ଏକ ସ୍ଥାନ

ଏହା ଏପରି ଅନୁବାଦ କରାଯାଇ ପାରେ, “ନିକଟସ୍ଥ ଏକ ସ୍ଥାନ ଯାହାକୁ ଗେଥ୍‍ଶିମାନୀ କୁହାଯାଏ “ ବା “ଗେଥ୍‍ଶିମାନୀ ନାମକ ଏକ ସ୍ଥାନ ଯାହା ଜିତ ପର୍ବତର ପାଦ ଦେଶରେ ଅବସ୍ଥିତ”।

ପ୍ରଲୋଭନରେ ପଡିବା

ଏହାର ଅର୍ଥ , ପରୀକ୍ଷାରେ ପଡିଲେ ଯେପରି ପାପ ନ କରନ୍ତି , ବା ଯେପରି ପ୍ରଲୋଭନରେ ପଡିବା ପାଇଁ ନିଜକୁ ନ ଦିଅନ୍ତି ଯେଉଁ ଅନୁଭୂତି ସେମାନେ ପାଇବାକୁ ଯାଉଥିଲେ ।

ଏକାକୀ ନିଜେ

ଏହା ଏପରି ଅନୁବାଦ କରାଯାଇପାରେ, “ଏକାକୀ” ।