or_obs-tn/content/38/04.md

1.3 KiB

ପାଳନ କଲେ

ଏହାର ଅର୍ଥ “ପାଳନ କରି ଆସୁଥିଲେ” ।

କିଛି ରୋଟୀ ନେଲେ

ଏହା ଏପରି ଅନୁବାଦ କରାଯାଇ ପାରେ ଯଥା “ ଏକ ରୋଟୀ ଖଣ୍ଡ ଉଠାଇଲେ” ବା “ଏକ ସମ୍ପୂର୍ଣ ରୋଟି କୁ ନେଲେ” ।

ଭାଙ୍ଗିଲେ

ଅନ୍ୟ ଭାଷାରେ ଏପରି କୁହାଯାଇପାରେ ,”ଖଣ୍ଡ ଖଣ୍ଡ କଲେ” ବା “ ସମାନ ଖଣ୍ଡ କଲେ” ବା “ଏକ ଛୋଟ ଖଣ୍ଡ କଲେ”।

ତୁମ ମାନଙ୍କ ନିମନ୍ତେ ଦିଆଯାଇଛି

ଏହା ଏପରି ଅନୁବାଦ କରାଯାଇପାରେ , “ଯାହା ମୁଁ ତୁମ୍ଭ ମାନଙ୍କୁ ଦେଉ ଅଛି”।

ମୋତେ ସ୍ମରଣ କରିବା ପାଇଁ ଏହା କର

ଏହାର ଅର୍ଥ “ମୁଁ ଯାହା ତୁମ ପାଇଁ କରୁଅଛି ଏହାକୁ ସ୍ମରଣ ରଖିବା ପାଇଁ ଏହାକୁ ଏକ ଉପାୟ ମନେ କର”। ଯୀଶୁ ତାଙ୍କ ମୃତ୍ୟୁ ବିଷୟରେ କହୁଥିଲେ ଯାହା ଶୀଘ୍ର ହେବାକୁ ଯାଉଥିଲା ।