or_obs-tn/content/38/02.md

919 B

ପ୍ରେରିତମାନଙ୍କ ପଇସା ଥଳି ରଖୁଥିଲେ

ଏହାର ଅର୍ଥ ,” ପ୍ରେରିତମାନଙ୍କ ପଇସାର ଦାୟିତ୍ୱରେ ଥିଲେ” ବା “ପ୍ରେରିତ ମାନଙ୍କ ପଇସା ଥଳିର ଦାୟିତ୍ୱ ବହନ କରୁଥିଲେ ଏବଂ ତାକୁ ସମସ୍ତଙ୍କ ଠାରେ ବାଣ୍ଟୁ ଥିଲେ”।

ପଇସା ପ୍ରତି ଲୋଭ

ଏହାର ଅର୍ଥ “ପଇସା କୁ ଅଧିକ ମୂଲ୍ୟ ଦେଉଥିଲେ” ବା” ଆବଶ୍ୟକ କରୁଥିଲେ”। ଅନ୍ୟ ଭାଷା ରେ ସେହି ସମାନ ଶବ୍ଦ କୁ ବ୍ୟବହାର କରି ନ ପାରନ୍ତି ଯାହା ଆମେ ଏଠାରେ "ପଇସା ପ୍ରତି ଲୋଭ " କୁ ବ୍ୟବହାର କରିଅଛୁ ।