or_obs-tn/content/37/08.md

997 B

ମୁଁ କଣ ଏହା ତୁମକୁ କହିନଥିଲି?

ଏହାର ଅର୍ଥ,'' ମୁଁ ଯେ ଏହା ତୁମକୁ କହିଥିଲି ଏହା ସ୍ମରଣ କର''। ଯୀଶୁ ଏହାର ଉତ୍ତର ପାଇବା ପାଇଁ ପ୍ରଶ୍ନ ପଛରୁ ନାହାନ୍ତି , ଅନ୍ୟ ଭାଷାରେ ଏହାକୁ ଏକ ଆଦେଶ ଭାବରେ ଅନୁବାଦ କରିବା ଉଚିତ୍ ।

ଈଶ୍ୱରଙ୍କ ମହିମା ଦେଖ

ଏହାର ଅର୍ଥ 'ଈଶ୍ୱରଙ୍କ ମହିମାଁ କିପରି ପ୍ରକାଶିତ ହେଉଛି ତାହା ଦେଖ ''ବା ''ଦେଖ ଈଶ୍ୱର କେଡେ ମହାନ ତାହା ଦେଖାଉଛନ୍ତି'' ।

ପଥରକୁ ଗଡ଼ାଇ ଦିଅ

ଅନ୍ୟ ଭାଷାରେ ଏପରି କୁହାଯାଇ ପାରେ, “ ସମାଧି ମୁହଁରୁ ପଥର ଗଡ଼ାଇ ଦିଅ”।