or_obs-tn/content/37/07.md

982 B

ସେ ସେମାନଙ୍କୁ କହିଲେ

ଅର୍ଥାତ “ସେଠାରେ ଥିବା ଲୋକ ମାନଙ୍କୁ କହିଲେ”। ସେ ସମ୍ଭବତଃ ମାର୍ଥା ଏବଂ ମରିୟମକୁ ପଥର ଗଡ଼ାଇବା ପାଇଁ କହି ନ ଥିଲେ ।

ପଥରକୁ ଗଡ଼ାଇ ଦିଅ

ଅନ୍ୟ ଭାଷାରେ ଏପରି କୁହାଯାଇପାରେ, “ ସମାଧି ମୁହଁରୁ ପଥର ଗୋଡାଇଦିଆ”।

ମାର୍ଥା

ମାର୍ଥା ଲାଜାର ଏବଂ ମରିୟମଙ୍କ ଭଉଣୀ ଥିଲେ । ଦେଖନ୍ତୁ37-01

ସେ ଚାରି ଦିନ ହେଲା ମରିଅଛି

ଏହାକୁ ଏପରି ଅନୁବାଦ କରାଯାଇ ପାରେ “ସେ ଚାରି ଦିନ ପୂର୍ବରୁ ମରିଛି ଏବଂ ତାର ଦେହ ଏଠାରେ ପଡିଅଛି ।”