or_obs-tn/content/37/05.md

1.8 KiB

ମୁଁ ପୁନରୁଥାନ ଓ ଜୀବନ

ଏହା ଯୀଶୁଙ୍କ ବ୍ୟବହାର କରିଥିବା ଅନେକ ଶକ୍ତିଶାଳୀ “ ମୁଁ "ସମ୍ବନ୍ଧୀୟ କଥନ” ଠାରୁ ଅଧିକ ଭାବରେ ନିଜର ସ୍ଵଭାବକୁ ପ୍ରକାଶ କରେ । ଏହିଠାରେ ଯୀଶୁ ପ୍ରକାଶ କରନ୍ତି ଯେ ସେ ''ପୁନଃରୁଥାନ ଓ ଜୀବନ'' “ଦାତା” ବା “ସ୍ରୋତ”। ଯଦି ସମ୍ଭବ ଏହି ବାକ୍ୟାଂଶକୁ ଏପରି ଅନୁବାଦ କର ଯେ ଏହା ସ୍ପଷ୍ଟ ହେଉ ଯେ ଏହା ତାଙ୍କର ବାସ୍ଥବିକ ସ୍ୱଭାବ । ଏହା ଏପରି ମଧ୍ୟ ଅନୁବାଦ କରାଯାଇ ପାରେ ଯେ” ମୁଁ ଲୋକ ମାନଙ୍କୁ ପୁନରୁଥାନ କରି ଜୀବନ ଦେଇ ପାରେ । ”

ଯଦ୍ୟପି ସେ ମରେ, ତଥାପି ସେ ବଞ୍ଚିବ

ଏହାର ଅର୍ଥ “ଯଦ୍ୟପି ସେ ମରେ ତଥାପି ସେ ଚିର ଦିନ ପାଇଁ ବଞ୍ଚିବ ।” ଇଂରାଜୀ ଶବ୍ଦ "ସେ " କେବଳ ଲୋକମାନଙ୍କୁ ବୁଝାଏ ନାହିଁ । ଯେଉଁ ନାରୀ ଯୀଶୁଙ୍କ ଠାରେ ବିଶ୍ୱାସ କରେ ସେ ଚିର ଦିନ ପାଇଁ ବଞ୍ଚିବ ।

ମାର୍ଥା

ମାର୍ଥା ଲାଜାର ଏବଂ ମରିୟମଙ୍କ ଭଉଣୀ ଥିଲେ । ଦେଖନ୍ତୁ37-01] ।

କଦାପି ମରିବ ନାହିଁ

ଏହା କୁ ଏପରି ମଧ୍ୟ ଅନୁବାଦ କରାଯାଇ ପାରେ,'' ସେ ଚିର ଦିନ ପାଇଁ ବଞ୍ଚିବ । ”