or_obs-tn/content/37/03.md

740 B

ସେ ଭଲ ହୋଇଯିବ

ଶିଷ୍ୟ ମାନେ ଏହା ମନରେ ଭାବୁଥିଲେ ଯେ “ଆମର ସେହି ସ୍ଥାନକୁ ଯିବାର ଆବଶ୍ୟକତା ନାହିଁ” କାରଣ ସେ ଭଲହୋଇଯିବ''।

ମୁଁ ଖୁସି

ଏହାକୁ ଏପରି ଅନୁବାଦ କରାଯାଇ ପାରେ, “ମୁଁ ଆନନ୍ଦିତ” ବା “ଏହା ଉତ୍ତମ”। ଏହାର ଅର୍ଥ ଏହା ନୁହଁ ଯେ ସେ ଲାଜାର ମୃତ ବୋଲି ଖୁସି , ମାତ୍ର ଏହା ଦ୍ଵାରା ଈଶ୍ୱର କେଡେ ମହାନ ତାହା ପ୍ରକାଶ ହେବାକୁ ଯାଉଛି ।