or_obs-tn/content/37/02.md

888 B

ଯିହୁଦା

ଏହା ଇସ୍ରାଏଲ ର ଦକ୍ଷିଣ ଅଂଚଳକୁ ବୁଝାଏ ଯେଉଁଠାରେ ଯିହୁଦା ଗୋଷ୍ଠୀ ର ଲୋକ ମାନେ ବାସ କରୁଥିଲେ। ଅନ୍ୟ ଭାଷାରେ ଏହା କୁହା ଯାଇପାରେ " ଯିହୁଦା ଅଂଚଳ "।

ଶୋଇ ପଡ଼ିଅଛି, ମୋତେ ଯାଇ ତାକୁ ଉଠାଇବାକୁ ପଡିବ

ଏଠାରେ "ଶୋଇବା" ଏବଂ "ଉଠାଇବା" କୁ ସାଧାରଣ ଭାଷାର ଅନୁବାଦ କର । ଯଦିଓ ଯୀଶୁ ଏହାକୁ ଭିନ୍ନ ଅର୍ଥ୍ ରେ ଏହାକୁ ବ୍ୟବହାର କରୁଥିଲେ ମାତ୍ର ଶିଷ୍ୟ ମାନେ ତାହାକୁ ସେ ପର୍ଯ୍ୟନ୍ତ ବୁଝି ପାରି ନ ଥିଲେ ।