or_obs-tn/content/37/01.md

11 lines
1.9 KiB
Markdown

# ଦିନେ 
ଏହି ବାକ୍ୟାଂଶ ପୂର୍ବରୁ ଘଟିଥିବା ଏକ ଘଟଣାର ପରିଚୟ ଦିଏ, କିନ୍ତୁ ପ୍ରକୃତ ସମୟକୁ ବୁଝାଏ ନାହିଁ । ଅନେକ ଭାଷାଗୁଡିକ ଏକାପରି ଏକ ସତ୍ୟ କାହାଣୀ କହି ଆରମ୍ଭ କରନ୍ତି ।
# ମରୀୟମ
ଯୀଶୁଙ୍କ ମାତାଙ୍କ ନାମ ମଧ୍ୟ ମରିଯମ ଥିଲା । ଏହା ଏକ ଭିନ୍ନ ସ୍ତ୍ରୀ ଲୋକ ।
# ଏହି ଅସୁସ୍ଥତା ମୃତ୍ୟ ନିମନ୍ତେ ନୁହଁ
ଏହା ଏପରି ମଧ୍ୟ ଅନୁବାଦ କରାଯାଇ ପରେ ଯୀଶୁଙ୍କ’ ଶିଷ୍ୟ ମାନେ ବୋଧହୁଏ ଏହାକୁ ଏପରି ବୁଝିଥିବେ ଯେ ଲାଜାର ମରିବ ନାହିଁ । ମାତ୍ର ଯୀଶୁ ଜାଣିଥିଲେ ଯେ ଲାଜାର ତାଙ୍କ ଅସୁସ୍ଥତାରେ ମୃତ୍ୟୁ ବରଣ କରିବ ଏବଂ ଶେଷରେ ସେ ଜୀବିତ ହେବ ।
# ଏହା ଈଶ୍ୱରଙ୍କ ମହିମା ନିମନ୍ତେ
“ଏହାର ଅର୍ଥ " ଏହା ଲୋକମାନଙ୍କୁ ଈଶ୍ୱରଙ୍କ ମହାନତା ନିମନ୍ତେ ପ୍ରଶଂସା କରିବାପାଇଁ ସାହାର୍ଯ୍ୟ କରିବ”।
# ମାତ୍ର ସେ ଯେଉଁ ସ୍ଥାନରେ ଥିଲେ ସେହିଠାରେ ଆଉ ଦୁଇ ଦିନ ରହିଗଲେ
ଏହା ଏପରି ଅନୁବାଦ କରାଯାଇ ପରେ , “ଯଦିଓ ସେମାନେ ଚାହୁଁ ଥିଲେ ଯେ ଯୀଶୁ ଆସି ଲାଜାରକୁ ସୁସ୍ଥ କରିବେ, ମାତ୍ର ସେ ଯେଉଁ ଠାରେ ଥିଲେ ସେହି ସ୍ଥାନରେ ଆଉ ଦୁଇ ଦିନ ରହିଗଲେ ।