or_obs-tn/content/36/05.md

1.2 KiB

ମେଘରୁ ଏକ ଶବ୍ଦ ଏହା କହିଲା

ଏହା ଏହିପରି ମଧ୍ୟ ଅନୁବାଦ ହୋଇପାରେ ଯେମିତି, "ଏକ ଶବ୍ଦ ମେଘରୁ ଏହା କହିଲା" କିମ୍ବା, "ଈଶ୍ୱର ମେଘରୁ କହିଲେ ।"

ତାହାଙ୍କୁ ଶୁଣ

ଏହା ଏହିପରି ଅନୁବାଦ ହୋଇପାରେ ଯେମିତି, "ସେ ଏକ ମାତ୍ର ଯାହାଙ୍କୁ ତୁମକୁ ଶୁଣିବା ଆବଶ୍ୟକ ।"

ଭୟଗ୍ରସ୍ଥ

ତାହା ହେଉଛି, “ଅତ୍ୟଧିକ ଭାବେ ଭୟଭୀତ ହେଲେ ।”

ଭୂମିରେ ପଡିଗଲେ

ତାହା ହେଉଛି, "ଅତିଶୀଘ୍ର ଭୂମିରେ ଆଣ୍ଠୋଇ ପଡିଲେ" କିମ୍ବା, "ତତକ୍ଷଣାତ ଭୂମିକୁ ଓହ୍ଲାଇ ପଡିଲେ ।" ନିଶ୍ଚିତ ହୁଅନ୍ତୁ ଯେ “ପଡିଯିବା” ର ଅନୁବାଦ ଦୁର୍ଘଟଣାରେ ପଡିଯିବା ପରି ଶୁଣା ନ ଯାଏ । ସମ୍ଭବତଃ ସେମାନେ ଜାଣି ଶୁଣି ଭୟ ଏବଂ କମ୍ପରେ ଏହା କଲେ ।