or_obs-tn/content/36/04.md

1016 B

କୁଟୀରଗୁଡିକ

ଏହା ମଧ୍ୟ ଏହିପରି ଅନୁବାଦ ହୋଇପାରେ ଯେମିତି,” କିମ୍ବା, "ବଗିଚାର କୁଟୀରଗୁଡିକ” କିମ୍ବା, ”ତମ୍ବୁଗୁଡିକ ।” ଯିହୂଦୀ ମାନଙ୍କର ଛୋଟ କୁଟୀର ଯାହା ବ୍ୟକ୍ତିଗତ, ପୁଣି ଅଳ୍ପ ସମୟ ପାଇଁ, ସେମାନେ ପ୍ରତି ବର୍ଷ ପର୍ବ ସମୟରେ ଗଛର ଶାଖାଠାରୁ ତିଆରି କରୁଥିଲେ ତାହାକୁ ଏହା ଦର୍ଶାଏ ।

ସେ କଣ କହୁଥିଲେ ସେ ଜାଣିଲେ ନାହିଁ

ତାହା ହେଉଛି, କ'ଣ ଘଟୁଥିଲା ତାହା ନ ଜାଣି କଥା କହୁଥିଲେ" କିମ୍ବା, "ସ୍ପଷ୍ଟ ଭାବରେ କିଛି ନ ଭାବି କହିଲେ କାରଣ ସେ ଅତି ଉତ୍ସାହିତ ଥିଲେ ।"