or_obs-tn/content/36/03.md

818 B

ଦେଖାଗଲେ

ଏହା ମଧ୍ୟ ଏହିପରି କହିବାକୁ ସମ୍ଭବ, "ଅକସ୍ମାତ ଦେଖାଗଲେ ।” ସେମାନେ ହଠାତ୍ ସେଠାରେ ଥିଲେ ।

ତାହାଙ୍କ ମୃତ୍ୟୁ, ଯାହା ଶୀଘ୍ର ଘଟିଥା'ନ୍ତା

ଏହା ଏହିପରି ଅନୁବାଦ ହୋଇପାରେ ଯେମିତି, “ସେ କିପରି ଶୀଘ୍ର ମରିବାକୁ ଯାଉଥିଲେ” କିମ୍ବା, “ସେ ଶୀଘ୍ର କେମିତି ମରାଯିବେ ।”

ଯିରୂଶାଲମରେ

ଅଳ୍ପ ଭାଷାଗୁଡିକ ଏହିପରି କହିବାକୁ ପସନ୍ଦ କରିପାରନ୍ତି, “ଯିରୂଶାଲମ ସହରରେ ।"