or_obs-tn/content/36/01.md

903 B

ଦିନେ 

ଏହି ବାକ୍ୟାଂଶ ପୂର୍ବରୁ ଘଟିଥିବା ଏକ ଘଟଣାର ପରିଚୟ ଦିଏ, କିନ୍ତୁ ପ୍ରକୃତ ସମୟକୁ ବୁଝାଏ ନାହିଁ । ଅନେକ ଭାଷାଗୁଡିକ ଏକାପରି ଏକ ସତ୍ୟ କାହାଣୀ କହି ଆରମ୍ଭ କରନ୍ତି ।

ଯାକୁବ

ଏହି ଯାକୁବ ବାଇବଲରେ ଯାକୁବ ପୁସ୍ତକକୁ ଯିଏ ଲେଖିଲେ ସେହି ଯାକୁବ ଠାରୁ ଭିନ୍ନ ଅଟନ୍ତି । ଏହାକୁ ସ୍ପଷ୍ଟ କରିବା ପାଇଁ, ଅନ୍ୟ ଭାଷାରେ ଦୁଇଟି ଭିନ୍ନ ନାମ ବ୍ୟବାହର କରନ୍ତି କିମ୍ବା ସେଗୁଡିକୁ ଭିନ୍ନ ଭାବରେ ଉଚ୍ଚାରଣ କରନ୍ତି ।