or_obs-tn/content/35/07.md

1019 B

(ଯୀଶୁ କାହାଣୀକୁ ଜାରି ରଖିଲେ ।)

ଦୂରରେ ଥିଲା

ଏହା ଏହିପରି ମଧ୍ୟ ଅନୁବାଦ ହୋଇପାରେ ଯେମିତି, “ତାଙ୍କ ବାପାଙ୍କ ଗୃହର ଦୃଷ୍ଟି ଗୋଚର ମଧ୍ୟରେ, ତଥାପି କିଛି ଦୂରରେ ।" ପୁଅ ବାପାଙ୍କ ଗୃହର ପାଖେଇ ଆସୁଥିଲା ମାତ୍ର ତଥାପି କିଛି ଯଥେଷ୍ଟ ଦୂରରେ ଥିଲା ଯଦ୍ଵାରା ଗୃହର ଅନେକ ଲୋକ ତାକୁ ଦେଖି ପାରି ନ ଥିବେ । ନିଶ୍ଚିତ ହେଉନ୍ତୁ ଯେ ସେ ଦୂର ଦେଶରେ ଥିଲା ବୋଲି ଏହା ଅର୍ଥ ପ୍ରକାଶ ନ କରେ ।

ଦୟାରେ ବିଗଳିତ ହେଲେ

ତାହା ହେଉଛି, “ପ୍ରତି ଗଭୀର ପ୍ରେମ ଏବଂ ଦୟା ଜାଗ୍ରତ ହେଲେ ।“