or_obs-tn/content/35/06.md

3 lines
776 B
Markdown

(ଯୀଶୁ କାହାଣୀକୁ ଜାରି ରଖିଲେ ।)
# ମୁଁ କଣ କରୁଅଛି ?
ତାହା ହେଉଛି, “ମୁଁ କାହିଁକି ଏପରି ଜୀବନ ଯାପନ କରିଅଛି ?” କିମ୍ବା, “ମୋତେ ଏପରି ଜୀବନ ଯାପନ କରିବା ଉଚିତ ନୁହଁ” କିମ୍ବା, “ମୋର ଏପରି ଜୀବନ କାଟିବାର କୌଣସି ମୁଲ୍ୟ ନାହିଁ ।” ସାନ ପୁଅ ଏଠାରେ ବାସ୍ତବରେ ଏକ ପ୍ରଶ୍ନ ପଚାରୁ ନାହିଁ, ତେଣୁ କିଛି ଭାଷାରେ ଏହାକୁ ଏକ ଉକ୍ତି ଭାବରେ ଅନୁବାଦ କରାଯିବା ଉଚିତ ।