or_obs-tn/content/35/05.md

1.8 KiB

(ଯୀଶୁ କାହାଣୀକୁ ଜାରି ରଖିଲେ ।)

ଭୀଷଣ ଦୁର୍ଭିକ୍ଷ ଘଟିଲା

ତାହା ହେଉଛି, “ସେଠାରେ ବହୁତ କମ୍ ଖାଦ୍ୟ ଥିଲା ।” ଅନ୍ୟ ଭାଷାର ଏହିପରି ଅନୁବାଦ ହୋଇପାରେ ଯେମିତି, “ସେଠାରେ ଏକ ଅତିଶୟ ଦୁର୍ଭିକ୍ଷ ଥିଲା ।"

ଖାଦ୍ୟ କିଣିବାକୁ ଟଙ୍କା ନାହିଁ

ଦୁର୍ଭିକ୍ଷର କାରଣରୁ, ଖାଦ୍ୟ ସାମଗ୍ରୀ ବହୁତ ଦାମିକା ଥିଲା, ଏବଂ ସେ ଆଗରୁ ତାର ସବୁ ସମ୍ପତ୍ତି ବ୍ୟୟ କରିସାରିଥିଲା ।

କାମ

ଏହି ସେହି କାର୍ଯ୍ୟକୁ ଦର୍ଶାଏ ଯାହା ସେ ଅର୍ଥ ପାଇଁ ଅନ୍ୟଠାରେ କାମ କରିଥାନ୍ତେ । ଯଦି ଏହା ସ୍ପଷ୍ଟ ନୁହଁ, ଏହି ବାକ୍ୟ ଏହା ସହ ଆରମ୍ଭ ହୋଇପାରେ, "ତେଣୁ ସେ କିଛି ଅର୍ଥ ଉପାର୍ଜନ କରିବା ପାଇଁ, ସେ ଏକମାତ୍ର କାର୍ଯ୍ୟ ନେଲେ ।”

ଘୁଷୁରୀମାନଙ୍କୁ ଖୁଆଇବା

ତାହା ହେଉଛି, "ଘୁଷୁରୀମାନଙ୍କୁ ଖାଦ୍ୟ ଦେବା ।" ଏହି ସମୟରେ ସମାଜରେ ଏହା ସବୁଠାରୁ ଏକ ହୀନ କାର୍ଯ୍ୟ ରୂପେ ଗଣିତ ହେଉଥିଲା । ଯଦି ତୁମ ଭାଷାରେ ନିମ୍ନ ସ୍ତରର କାର୍ଯ୍ୟ ପାଇଁ କୌଣସି ନିର୍ଦ୍ଧିଷ୍ଟ ଶବ୍ଦ ଥାଏ ତେବେ ଏଠାରେ ବ୍ୟବହାର କରନ୍ତୁ ।