or_obs-tn/content/35/04.md

752 B

(ଯୀଶୁ କାହାଣୀକୁ ଜାରି ରଖିଲେ ।)

ତାହାରି ସମ୍ପତ୍ତିକୁ ବ୍ୟୟ କଲେ

ତାହା ହେଉଛି, “ସବୁ ସମ୍ପତ୍ତିକୁ ବିନା କୌଣସି ମୂଲ୍ୟବାନ ଜିନିଷ ନ କିଣି ଖର୍ଚ୍ଚ କଲେ ।” ଅନ୍ୟ କିଛି ଭାଷାରେ ଏହା ଏହିପରି ଅନୁବାଦ କରାଯାଇପାରେ ଯେମିତି, "ଅର୍ଥକୁ ଫିଙ୍ଗିଦେଲେ" କିମ୍ବା, “ନିଜର ସବୁ ଅର୍ଥ ଖାଇଗଲେ ।"

ପାପମୟ ଜୀବନ

ତାହା ହେଉଛି, “ପାପମୟ ବିଷୟ କରୁଅଛନ୍ତି ।"