or_obs-tn/content/35/03.md

662 B

(ଯୀଶୁ କାହାଣୀ କହନ୍ତି ।)

ମୋର ସମ୍ପତ୍ତି

ଏହା ଏହିପରି ଅନୁବାଦ ହୋଇପାରେ ଯେମିତି, "ଯେତେବେଳେ ତୁମେ ମରିବ ସେତେବେଳେ ତୁମ ସମ୍ପତ୍ତିର ଭାଗ ଯାହା ମୋର ଅଧିକାର ହେବ ।”

ସମ୍ପତ୍ତି

ତାହା ହେଉଛି, “ଧନ” କିମ୍ବା, “ସମ୍ପତ୍ତି ।“ ଏହି ସମ୍ପତ୍ତି ସମ୍ଭବତଃ ଜମି, ପଶୁ ଏବଂ ଅର୍ଥକୁ ସମ୍ମିଳିତ କରିଥାଇପାରେ ।