or_obs-tn/content/35/02.md

646 B

କାହାଣୀ

ଯୀଶୁ ଈଶ୍ୱରଙ୍କ ରାଜ୍ୟ ବିଷୟରେ ଶିକ୍ଷା ଦେବାକୁ ଏହି କାହାଣୀକୁ ବ୍ୟବହାର କଲେ । . ଏହା ସ୍ପଷ୍ଟ ନୁହଁ ବାସ୍ତବରେ ଏହି ଘଟଣା ଘଟିଥିଲା କି ନାହିଁ । ଯଦି ତୁମ ଭାଷାରେ ଏପରି ଶବ୍ଦ ଅଛି ଯାହା କାଳ୍ପନିକ ଏବଂ ବାସ୍ତବ କାହାଣୀ ଉଭୟକୁ ବୁଝାଏ, ତେବେ ତାହାକୁ ଏଠାରେ ବ୍ୟବହାର କରିବା ଉଚିତ୍ ।