or_obs-tn/content/35/01.md

802 B

ଦିନେ 

ଏହି ବାକ୍ୟାଂଶ ପୂର୍ବରୁ ଘଟିଥିବା ଏକ ଘଟଣାର ପରିଚୟ ଦିଏ, କିନ୍ତୁ ପ୍ରକୃତ ସମୟକୁ ବୁଝାଏ ନାହିଁ । ଅନେକ ଭାଷାଗୁଡିକ ଏକାପରି ଏକ ସତ୍ୟ କାହାଣୀ କହି ଆରମ୍ଭ କରନ୍ତି ।

କରଗ୍ରାହୀମାନେ

କରଗ୍ରାହୀମାନେ ପାପୀମାନଙ୍କ ମଧ୍ୟରେ ଅତି ପାପୀ ବୋଲି ଗଣନା କରାଯାଇଥିଲେ କାରଣ ସେମାନେ ସରକାରର ଯାହା ପ୍ରାପ୍ୟ ତାଠାରୁ ମଧ୍ୟ ଅଧିକ ଲୋକମାନଙ୍କ ଠାରୁ ଆଦାୟ କରୁଥିଲେ ।