or_obs-tn/content/34/10.md

1.6 KiB

ତାହାକୁ ଧାର୍ମିକ ଘୋଷିତ କଲେ

ତାହା ହେଉଛି, “ତାହାକୁ ଧାର୍ମିକ ବୋଲି ବିବେଚନା କଲେ ।” ଯଦିଓ କରଗ୍ରାହୀ ଜଣେ ପାପୀ ଥିଲେ, ତାଙ୍କରି ନମ୍ରତା ଏବଂ ଅନୁତାପ ପାଇଁ ଈଶ୍ଵର ତାଙ୍କ ପ୍ରତି ଦୟାବନ୍ତ ଥିଲେ ।

ନମ୍ର ହେବେ

ଏହା ଏହିପରି ଅନୁବାଦ ହୋଇପାରେ ଯେମିତି, “ଏକ ନୀଚ ସ୍ତର ଦେବେ“ କିମ୍ବା, “ନିଜକୁ ମୁଖ୍ୟ ହେବାକୁ ଦେବେ ନାହିଁ ।” ଆକ୍ଷରୀକ ଭାବରେ ଏହା ଏହିପରି ଅନୁବାଦ ହୋଇପାରେ ଯେମିତି, "ନୀଚ ସ୍ତରକୁ ଆଣିବେ ।"

ଉନ୍ନତ କରିବେ

ତାହା ହେଉଛି, "ଏକ ଉଚ୍ଚ ପଦବୀ ଦେବେ" କିମ୍ବା, "ସମ୍ମାନ ଦେବେ ।"

ନିଜକୁ ନମ୍ର କରିବା

ତାହା ହେଉଛି, "ନମ୍ର ଭାବରେ ଆଚରଣ କରିବା ପାଇଁ ଇଛା କରିବା" କିମ୍ବା, "ନିଜ ବିଷୟରେ ଏକ ନମ୍ର ସ୍ୱଭାବରେ ରଖିବା ।"

ବାଇବଲର ଏକ କାହାଣୀ

ଏହି ସଂରଚନା ପ୍ରସଙ୍ଗଗୁଡିକ କେତେକ ବାଇବଲ ଅନୁବାଦଗୁଡିକରେ ଅଳ୍ପ ଭିନ୍ନ ହୋଇପାରେ । ବାଇବଲର ଏକ କାହାଣୀ: